Breaking News

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ହେଲା



ପୁରୀ--- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ୨୩ ତାରିଖରେ ହୋଇଥାନ୍ତା । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋରସୋର କାର୍ଯ୍ୟ ଚାଲିଥିଲା । ମାତ୍ର ଗୁରୁବାର ଅପରାହ୍ନରେ ଉଚ୍ଚ ନ୍ୟାୟଳୟ ରାୟ ପ୍ରକାଶ କରିଛନ୍ତି । ରଥଯାତ୍ର ସମ୍ପର୍ଣ୍ଣ ବନ୍ଦ କରିଛନ୍ତି । ଯାହାକୁ ନେଇ ଏବେ ସାର ଭାରତରେ ଚର୍ଚ୍ଚାର ବିସୟ ହୋଇପଡିଛି । ବିଶେଷ କରି ସୋସିଆଲ ମିଡିଆରେ ଏହାକୁ ନେଇ ଯୋରସୋର ମେସେଜେ ଆରମ୍ଭ ହୋଇଯାଇଛି ।
ଧୀରେନ୍ଦ୍ର ସେନାପତି 

Blog Archive

Popular Posts