Breaking News

ଭାବକୁ ନିକଟ ଅଧ୍ୟାତ୍ମିକ ପତ୍ରିକା ଉନ୍ମୋଚନ

ଡେଲାଙ୍ଗ----ପବିତ୍ର ଦେବସ୍ନାନ ପୁର୍ଣ୍ଣମା ଅବସରରେ ଭକ୍ତ ଦାସିଆ ସ୍ମୁତି କମିଟି ଆନୁକୁଲ୍ୟରେ  ଆଧ୍ୟାତ୍ମିକ ତ୍ରୟମାସିକ ପତ୍ରିକା “ଭାବକୁ ନିକଟ, ଉନ୍ମୋଚନ ହୋଇଯାଇଛି । ପତ୍ରିକାଟି ୫ବର୍ଷ ର ୨ୟ ସଂଖ୍ୟା । ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନ ପୀଠ ବାଲିଗାଁ ଠାରେ ଆୟୋଜିତ  କାର୍ଯ୍ୟକ୍ରମରେ ନାଟ୍ୟକାର ବିଭୁତି ପଟ୍ଟନାୟକଙ୍କ ଦ୍ୱାରା ରଚିତ ନାଟକ ଭକ୍ତ ଦାସିଆ ପୁସ୍ତକର ଲୋକାର୍ପଣ ଡ.ପ୍ରତିଭା ମହାରଥିଙ୍କ ଅଧ୍ୟକ୍ଷତାରେ ଉନ୍ମୋଚିତ ହୋଇଯାଇଅଛି ।ଏହି ଅବସରରେ ୱାଲେଟ ଫର ଓଏଲେଥ ନିଦ୍ଦେର୍ଶକ ତ୍ରିନାଥ ଲେଙ୍କା ,ଅର୍ଜୁନ ଚରଣ ସାମଲ,ବିଜୟ କୁମାର ଦାଶ ଉପସ୍ଥିତିରେ ପତ୍ରିକାଟିକୁ ଲୋକାର୍ପିତ କରାଯାଇଥିଲ।।  ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାର ସମ୍ପାଦକ ଡ.ଘନଶ୍ୟାମ ସ୍ୱାଇଁ ପରିଚାଳନା କରିଥିବା ବେଳେ ସରୋଜ କୁମାର  ସାହୁ  ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts