Breaking News

ଛଅ ଦଫା ଦାବିରେ ବିକ୍ଷୋଭ ଧାରଣା ନବମ ଦିନରେ

ସାକ୍ଷୀଗୋପାଳ--- ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତଙ୍କ ତତ୍ୱବଧାନରେ ୍ର   ନବମ ଦିନରେ ଧାରଣା, ବିକ୍ଷୋଭ ଜାରି ରହିଛି । ଫନିରେ କ୍ଷତିଗସ୍ତ ପରିବାର ତାଲିକା ପ୍ରସ୍ତୁତିରେ ଅନିୟମିତତା, ଧାନ ମଣ୍ଡି , ଫନିରେ ନଡିଆ ଗଛ ଭାଙ୍ଗିଥିଲେ ବି କ୍ଷତି ପୂରଣ ମିଳୁନାହିଁ,  ବାତ୍ୟାରେ ମୁଗ , ବିରି ନଷ୍ଟ ହୋଇଥିବା ଅର୍ଥ ମିଳୁନାହିଁ ଆଦି ୬ ଦଫା ଦାବୀରେ ୨୫ ତାରିଖରୁ  ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲିଛି ।  ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ ଉପସଭାପତିଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ , ଉପସଭାପତିଶରତ ଚନ୍ଦ୍ର ପ୍ରଧାନ ଙ୍କ ସୌହିତ ଅନ୍ୟ ମାନେ ଧାରଣାରେ ବସି ରହିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts