Breaking News

ପୁରୀରୁ ଭୁବନେଶ୍ୱର ପ୍ରଥମ ବସ ଗଡିଲା

ସାକ୍ଷୀଗୋପାଳ -----  ରାଜ୍ୟ ରେ କରୋନା ଆରମ୍ଭ ହେବା ପର ଠାରୁ ଲକ ଡାଉନ ଜାରି ହେବା ପରେ ସବୁ ଠପ ହୋଇ ଯାଇଥିଲା ।  ଲକ ଡାଉନ କୋହଳ କରାଯିବା ପରେ ସୋମବାର ଦିନ ପ୍ରଥମ କରି ପୁରୀରୁ ଓଆର- ୦୨- ଏକେ- ୨୪୫୩ ସାରଳା ନାମକ ଏକ ଯାତ୍ରୀ ବାହି ବସ ପୁରୀରୁ ଭୁବନେଶ୍ୱର ବରମୁଣ୍ଡା ଅଭିମୁଖେ ଗଡିଛି । ପୁରୀରୁ ୬ ଜଣ ପାସେଞ୍ଜର ନେଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । କିଛି ସମୟ ଯାତ୍ରୀଙ୍କୁ ଅପେକ୍ଷା କରିବା ପରେ ଆଗକୁ ଗଡିଥିଲା ।
ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts