ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକରଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ ବାର୍ଷିକ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚର ଦ୍ୱିତୀୟ ଲିଗ ମ୍ୟାଚରେ ପୁରୀ କ୍ରିକଟେ କ୍ଳବ ଟଚ ଉଇନି କରି ନିର୍ଦ୍ଦରିତ ୧୮ ଓଭରରେ ୧୪୨ ରନ କରିଥିଲେ । ଜବାବରେ ପାରକେଣା କ୍ରିକଟେ କ୍ଳବ ୧୩ ଓଭରରେ ସମସ୍ତ ଇଉକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲେ । ଉମାଶଙ୍କର ସୁରେନ୍ଦ୍ର କୁମାର ସାହାଣୀ ଓ ରବିନ୍ଦ୍ର କୁମାର ପ୍ରଧାନ ଖେଳ ପରିଚାଳନା କରିଥିଲେ । ଆସନ୍ତା କାଲି ଯଶୁଆପୁର ଓ ଗବକୁଣ୍ଡର ହରିପୁର କ୍ରିକେଟ କ୍ଳବ ମଧ୍ୟରେ ତୁତୀୟ ଲିଗ ମ୍ୟଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି