>>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ନାଗ ସାପ ଉଦ୍ଧାର

    ଡେଲାଙ୍ଗ----ଡେଲାଙ୍ଗ ବ୍ଳକରେ ଏବେ ପ୍ରତିଦିନ ବିଷାକ୍ତ ସାପ ଧରାଯାଉଛି । ସାପ ମାନେ ଘରେ ପଶିଯାଉଛନ୍ତି । ବେଙ୍ଗ ଓ ମୂଷା ଖାଇବା ଆଶରେ ଘରେ ପଶିଯାଉଛନ୍ତି । ଶୁକ୍ରବାର ରେଞ୍ଚ ଗ୍ରାମର କାଳିଆ ବାରିକଙ୍କ ଘରେ ଏକ ୪ଫୁଟ ଲମ୍ବାର ନାଗ ସାପ ପଶିଯାଇଥିଲା  । ପରିବାର ଲୋକମାନେ ଏହା ଦେଖି ସଙ୍ଗେ ସଙ୍ଗେ ପାଖ ଥେଣ୍ଟେଣା ଗ୍ରାମର ସନ୍ତୋଷ ନାୟକଙ୍କୁ ଡକାଇଥିଲେ  । ସେ ଉକ୍ତ ନାଗ ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଗ୍ରାମଞ୍ଚଳରେ ସାପ ଧରୁଥିବା ଏହି ଯୁବକ ମାନେ ନିଜ ନିଜ ଜୀବନ ସହ ବାଜି ଲଗାଇ ସାପ ଧରୁଛନ୍ତି । ତୁରନ୍ତ ଏମାନଙ୍କୁ ତାଲିମ ଦେବା ସହ ସାପ ଧରିବା ପାଇଁ ଷ୍ଟିକ ଓ ଅନ୍ୟ ସରଞ୍ଜାମ ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି  ।
    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
     D Senapati
    Delang

    Blog Archive

    Popular Posts