Breaking News

୧୫ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡାଗଲା


M panda
Khandamala
କନ୍ଧମାଳ---- କନ୍ଧମାଳ ଜିଲ୍ଲାର ବାଲିଗୁଡା  ପୋଲିସ ଓ ଅବକାରୀ ବିଭାଗର ମିଳତ ଚଡାଉ କରି ୧୫୦ ଏକର ଜଙ୍ଗଲ ଜମିରେ କରାଯାଇଥିବା ଗଞ୍ଜେଇ ଗଛ ପୋଡି ଦିଆଯାଇଛି  । ଯାହାକି ବଜାରର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କାର ହେବ ବୋଲି  ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ଠାରୁ ପ୍ରକାଶ  । ସୁନ୍ଦରୁମିଳା ଜୁଣଗାଁ ଇ କଟାପଙ୍ଗାର ବାରଖମା ଗ୍ରାମ ପଞ୍ଚାୟତରେ ଲହି ଗଞ୍ଜେଇ ଚାଷ କରାଯାଇଥିଲା  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା 

Blog Archive

Popular Posts