 |
Gopa |
ପୁରୀ ----- ପୁରୀ ଜିଲ୍ଲା ଗୋପବ୍ଲକ କୁସୁପୁର ଛକ ରେ ଦୁର୍ଘଟଣା । ବସ ସହିତ ଏକ କାର ମୁହାଁମୁହିଁ ଧକ୍କାରେ କାର ରେ ଥିବା ୫ଜଣ ଯାତ୍ରୀ ଗୁରୁତର ସୋଇପଡ଼ିଛନ୍ତି । ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଗୋପ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମାନଙ୍କ ମଧ୍ୟ ରୁ ୩ ଜଣ ଙ୍କର ଅବସ୍ଥା ସଙ୍କଟାପନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।
ସୁଚନା ଯୋଗ୍ୟ ଯେ ଭୁବନେଶ୍ୱର ରୁ କୋଣାର୍କ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଟି କୋଣାର୍କ ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା କାର କୁ ଧକ୍କା ଦେଇଥିଲା। ଗୁରୁତର ଙ୍କର ନାମ ଠିକଣା ନମିଳିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।