Breaking News

କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦଙ୍କ ଦୃବ୍ୟବହାରକୁ ନିନ୍ଦା

 
କନ୍ଧମାଳ ----  କେନ୍ଦ୍ରାପଡା ଓଟିଭି କାର୍ଯ୍ୟରତ   ସାମ୍ବାଦିକ ମନୋଜ ସ୍ବାଇଁକୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଦୃବ୍ୟବହାର କରିବା ଘଟଣାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ଏ ନେଇ ସଂଘ ସଦସ୍ୟ ବାଲିଗୁଡା ଗାନ୍ଧୀ ଛକରେ ସାଂସଦଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ଯାଇ ସଂଘ ତରଫରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ଏଭଳି ଆଚରଣକୁ ସଙ୍ଘ ସଦସ୍ୟ ମାନେ ଦୃଢ ନିନ୍ଦା କରିଛନ୍ତି । 

M panda
Kandhamala
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive