Breaking News

ବ୍ରଜପାତରେ ମହିଳାଙ୍କର ମୃତ୍ୟୁ


ଡେଲାଙ୍ଗ ----  ଡେଲାଙ୍ଗ ଥାନା ଅନ୍ତର୍ଗତ ବୋଳକଣା ଗ୍ରାମରେ ଶନିବାର ଅପରାହ୍ନରେ ବ୍ରଜପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ସେ ଘର ପାଖରେ ଠିଆ ହୋଇଥବା ବେଳେ ଅଚାନକ ବ୍ରଜପାତ ହୋଇଥିଲା  । ନଡିଆ ଗଛ ଜଳିବା ସହ ହରଷ ଭୋଇ ନାମ୍ନୀ ମହିଳା ଟଳିପଡିଥିଲେ  । ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ମେଡିକାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts