ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାପ
ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟର ଆୟୁଷ ଓପିଡ଼ିରେ ପ୍ରାୟ ଅପରାହ୍ନ ସମୟରେ ଡାକ୍ତର ଚିକିତ୍ସା ସାରି ଯିବାବେଳେ ଏକ ନାଗ ସାପ ଛୁଆ ଦେଖିବାକୁ ପାଇଥିଲେ। ଶ୍ରାବଣ ମାସ ତାକୁ କିଛି କରନ୍ତୁ ନାହିଁ ସମସ୍ତେ ଦୂରକୁ ପଳେଇ ଆସନ୍ତୁ ସିଏ ଚାଲିଯିବ ବୋଲି ଲୋକମାନେ କହିଥିଲେ । ପକୃତ ପକ୍ଷେ କିଛିସମୟ ପରେ ସାପଟି ବଳେ ବାହାରି ପଳେଯାଇଥିଲା। ଆଉଟ ଡୋର ସମୟରେ ହେଇଥିଲେ ବିପଦ ହୋଇଥାନ୍ତା।ଯାହା ହଉ କାହାରି କିଛି ଅନିଷ୍ଠ ହେଇନାହିଁ ବୋଲି ଲୋକେ କହିଥିଲେ।
ବରଗଡ଼ରୁ ନବୀନ ଦାଶ