>>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • ପଞ୍ଚସଖାଙ୍କ ସମାଧିପୀଠ ସଫେଇ ଓ ତୁଳସି ଚାରା ରୋପଣ


    ସାକ୍ଷୀଗୋପାଳ-----   ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧି ପୀଠରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ , ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ମଞ୍ଚ , ଉତ୍କଳମଣୀ ସ୍ୱଚ୍ଛ ସେବୀ ସେବା ସଂଗଠନ, ପୁରୀ ଓ ବକୁଳବନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା  ମାନେ ପଞ୍ଚସଖାଙ୍କ ସମାଧିପୀଠ ମୁଖ୍ୟ ଗେଟ ଠାରୁ ସମାଧିପୀଠ ପର୍ଯ୍ୟନ୍ତ ସଫେଇ କରିଥିଲେ ।  ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତି ସଫା କରି ପୁଷ୍ପମାଲ୍ୟ ଦେଇଥିଲେ  । ଏହି ଅବସରରେ ସମାଧିପୀଠ ପରିସରରେ ତୁଳସି ଚାରା ରୋପଣ କରାଯିବା ସହ ଏକ ଶପଥ ପାଠ କରିଥିଲେ   । ସିତାକାନ୍ତ ମହାପାତ୍ର, ପ୍ରଦୁମ୍ନ୍ୟ ଶତପଥୀ, କିଷାନ ବରାଇ ଗୋପବନ୍ଧୁଙ୍କ  ସମାଧିସ୍ଥଳରେ ମହାପୁରୁଷ ମାନଙ୍କ ପ୍ରତି ଅବହେଳା ସମ୍ପର୍କରେ ମତ ପ୍ରକାଶ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ଜେନା, ବୁଧିମାନ ନାୟକ, ସତ୍ୟବାଦୀ ଦାଶ, ଆଦିତ୍ୟ ସାମଲ, ନାରାୟଣ ଖୁଣ୍ଡିଆ, ଅରବିନ୍ଦ ତ୍ରିପାଠୀ, ମନରଞ୍ଜନ , ସୁନାକର ପତି, ସୁଶାନ୍ତ ରଥ, ହାପି ରଥ, ନବଘନ ଶତପଥୀ, ନିହାର ରଞ୍ଜନ ସ୍ୱାଇଁ, ବିଷ୍ଟୁ ମହାରଣା, ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ  ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts