Breaking News

ଆଇଓସିଏଲର ପକ୍ଷରୁ ସ୍ୱଚ୍ଛ ଭାରତ ଓ ସବୁଜ ଭାରତ କାର୍ଯ୍ୟକ୍ରମ


D senapati
Sakhigopal news
 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମରେ ବୁଧବାର ଇଣ୍ଡିଆନ ଅଏଲ କର୍ପୋରସ୍ନ ଲିମିଟିଡେ ପକ୍ଷରୁ ସ୍ୱଚ୍ଛ ଭାରତ ଓ ସବୁଜ ଭାରତ କାର୍ଯ୍ୟ୍ରକମ ଅନୁଷ୍ଠିତ ହୋଇଯାଇଛି   । ଏହି ଅବସରରେ ଗ୍ରାମରେ ଥିବା ସରକାରୀ ଜମି ଓ ଗୋଚର ଜମି ଗୁଡିକରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଇଓସିଏଲର  ପକ୍ଷରୁ ସ୍ୱଚ୍ଛ ଭାରତ ଓ ସବୁଜ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  । ଆଇଓସିଏଲର ଅଧିକାରୀ ଓ ସରୋଜ କୁମାର ମିଶ୍ର , ଗୋପାଳ କୃଷ୍ଣ ଯୁବକ ସଂଘର ସଦସ୍ୟ ମାନଙ୍କ ସହିତ ଗ୍ରାମବାସୀ ମାନେ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts