Breaking News

କନ୍ଧମାଳ ଜିଲ୍ଲାରେ ସପ୍ତମ ଆର୍ଥିକ ଗଣନା ପ୍ରଶିକ୍ଷଣ ଶିବିର

   କନ୍ଧମାଳ------- କନ୍ଧମାଳ ଜିଲ୍ଲା ତରଫରୁ 
ସପ୍ତମ ଆର୍ଥିକ ଗଣନା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପରିସଂଖ୍ୟାନ ଓ ରୂପାୟନ ବିଭାଗ ଦ୍ୱାରା ପରିଚାଳିତ ଜିଲ୍ଲା ସ୍ତରୀୟ ସପ୍ତମ ଆର୍ଥିକ ପ୍ରଶିକ୍ଷଣ ଶିବିରର  ଜିଲ୍ଲାରେ ଥିବା ସମସ୍ତ ଜନସେବାକେନ୍ଦ୍ରର ପରିଚାଳକ ଡ଼ିଏମ ବିନାୟକ ସାବତ ଉପସ୍ଥିତ ଥିଲେ । ଏହି ‌‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ  ଅତିରିକ୍ତ ଜିଲ୍ଲା ବିଚାରପତି ବସନ୍ତ କୁମାର ସାହୁ ଓ ପିଡ଼ି ଏମଆଇଏସ ପ୍ରଶାନ୍ତ କହଁର  ସବୁଜ ପତାକା ଦେଖାଇ
M panda
kandhamala News
  ଶିବିରକୁ ଉଦଘାଟନ କରିଥିଲେ ।  ସମସ୍ତ ଜନସେବା କେନ୍ଦ୍ରର ପ୍ରତିନଧି ମାନଙ୍କୁ ଆର୍ଥିକ ଗଣନା ସର୍ଭେ ଉପରେ ପ୍ରଶିକ୍ଷଣ ଦେବାସହ ଶ୍ରମିକ ବୀମା, ସବୁ ପଞ୍ଚାୟତର ଆର୍ଥିକ ସ୍ଥିତି ସମ୍ପର୍କରେ ଟିକିନିଖି ସର୍ଭେ କରାଯିବା ସହ ସେହି ସମ୍ପର୍କରେ ପ୍ରତିନଧି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା  । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts