Breaking News

ଲଘୁଚାପ ଜନିତ ବର୍ଷା ସମ୍ପର୍କୀୟ ସୁଚନା

   ଭୁବନେଶ୍ବର-----  ୍ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଅନେକ ସ୍ଥାନରେ ବର୍ଷା  ଲାଗି ରହିଛି ।  ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।  ୨୭ ଓ ୨୮ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି  ।

 ଧୀରେନ୍ଦ୍ର ସେନାପତି


Blog Archive

Popular Posts