Breaking News

ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

  ସାକ୍ଷୀଗୋପାଳ    ----- ଆଜି ପରି ଲାଗୁଛି ଦୁଇ ବର୍ଷ ହୋଇଗଲା ନନା ବୋଉ ତମେ ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଚାଲିଗଲ । ଯେଉଁଠିକି ଗଲ ସେଠାରୁ ଆଉ କେହି ଫେରି ନାହାନ୍ତି ।  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସେବକସାହିର ସ୍ବର୍ଗତ ବ୍ରଜବନ୍ଧୁ ଖୁଣ୍ଟିଆ ଓ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆଙ୍କର ଦ୍ବିତୀୟ  ଶ୍ରାଦ୍ଧବାର୍ଷିକୀ । ପ୍ରଭୁ ଗୋପାଳ ଏହି ଦୁଇ ଆତ୍ମା ର ସଦଗତି କାମନା କରୁଛୁ। ଆପଣଙ୍କ ପୁଅ, ବୋହୂ , ନାତୁଣୀ , ଝିଅ, ଜ୍ବାଇଁ , ନାତି ନାତୁଣୀ ଓ ଶୋକସନ୍ପପ ପରିବାର ବର୍ଗ ।

Blog Archive

Popular Posts