Breaking News

ବକୁଳ ବନରେ ଏକ ହଜାର ବଉଳ ଗଛର ଲାଗିବ


Sakhigopal  Photo, D senapati
  ସାକ୍ଷୀଗୋପାଳ----   ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା , CWC ସଭ୍ୟ  ରାମ ଚନ୍ଦ୍ର ପାତ୍ର,ସତ୍ୟବାଦୀ ଥାନା ଅଧିକାରୀ ତପନ କୁମାର ରାଉତ,ଈଟିଭି ଜିଲ୍ଲା ପ୍ରତିନିଧି ମଧୁସୂଦନ ମିଶ୍ର   ବକୁଳ ବନ ପରିଦର୍ଶନ କରିଥିଲେ ।  ପାଳି ବାତ୍ୟା ରେ ବକୁଳ ବନରେ ଭଙ୍ଗା ଗଛ ଦେଖି   ସମସ୍ତେ   ଦୁଖ ପ୍ରକାଶ କରିଥିଲେ‌ ।  ଏକ ହଜାର ବଉଳ ଗଛ ଲଗାଯିବା ସହିତ ତାର କିପରି ସୁରକ୍ଷା କରାଯିବା ସେବିଷୟରେ ବକୁଳ ବନ ସୁରକ୍ଷା ପରିଷଦର ସଦସ୍ୟ ପପୁ ପଣ୍ଡା ଏବଂ ଆଲୋକ ଖୁଣ୍ଟିଆ ଙ୍କ ସହିତ ଆଲୋଚନା କରିଥିବାର ଜଣାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts