Breaking News

ବି.କେ.ଶର୍ମା ହେଲେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ

  ଭୁବନେଶ୍ୱର---- ବି.କେ.ଶର୍ମାଙ୍କୁ ଆଜି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେ ଅଗ୍ନିଶମ ଡ଼ିଜି ଥିଲେ । ୧୯୮୬ ବ୍ୟାଚର ଆଇପିଏସ  । ସେ କ୍ରାଇମବ୍ରାଞ୍ଚ ଏଡ଼ିଜି ଓ ପୋଲିସ କମିଶନର ରହିଥିଲେ । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭିଆରଏସ ଆବେଦନକୁ ଆଜି ମଞ୍ଜୁରି ମିଳିପାରେ ବୋଲି ସୂଚନା ମିଳିଛି ।
ଧୀରେନ୍ଦ୍ର ସେନାପତି

Blog Archive