Breaking News

ଦୁର୍ଘଟଣା ପରେ ଗାଡି ଛାଡି ଦେଇ ଡ୍ରାଇଭର ଫେରାର


କନ୍ଧମାଳ--- କନ୍ଦମାଳ ଜିଲ୍ଲାର ବାଲିଗୁଡା ଠାରୁ ପ୍ରାୟ କିଲୋମିଟର ଦୁରରେ ଜାତୀୟ ରାଜପଥ ନଂ୫୯ରେ ଏକ ହୁଣ୍ଡାଇ କମ୍ପାନୀର ଧଳା ରଙ୍ଗର କାର ଦୁର୍ଘଟଣା ଗସ୍ତ ହୋଇଛି । ଗାଡିଟି ରାସ୍ତା କରରେ ପଡିଥିବା ବେଳେ ଗାଡିରେ କେହି ନଥିଲେ ବା ଗାଡିର ନମ୍ବର ପ୍ଳେଟ ଖୋଲା ହୋଇଯାଇଥିବାର ଜଣାପଡିଛି । ଏଥିରୁ ଅନୁମାନ କରାଯାଉଛି ଉକ୍ତ ଗାଡିଟି ଚୋରୀ ଗାଡି ବୋଲି  । ଦୁର୍ଘଟଣା ଗସ୍ତ ହେବାପରେ ଚୋର ମାନେ ଗାଡିଟିକୁ ଛାଡି ଦେଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି  ।  ପୋଲିସ ଖବର ପାଇ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି  ।
କନ୍ଦମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts