Breaking News

ବଦଳିଲା ସ୍ବାଧୀନତା ଦିବସ ଉତ୍ସବ ସ୍ଥଳ

  ଭୁବନେଶ୍ୱର -----  ବଦଳିଛି ସ୍ବାଧୀନତା ଦିବସ ଉତ୍ସବ ସ୍ଥଳ । ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏ ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଧୀରେନ୍ଦ୍ର ସେନାପତି

Blog Archive

Popular Posts