Breaking News

ପପଙ୍ଗା ଠାରେ ଆମ ଆଦମୀ ପାର୍ଟି ର ଅତାବିରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ


               
 
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ର  ପପଙ୍ଗା ଠାରେ ଆମ ଆଦମୀ ପାଟିର ଅତାବିରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଅତାବିରା  ନିର୍ବାଚନ ମଣ୍ଡଳୀର ଆମଆଦମୀ ପାର୍ଟିର ବହୁ କାର୍ଯ୍ୟକର୍ତ୍ତା  ଯୋଗଦାନ କରିଥିଲେ। ଆଗାମୀ ଡ଼ିସେମ୍ବର ଓ ଜାନୁଆରୀ ମାସର କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା । ଦୁଇ ମାସ ଭିତରେ 10000 ମେମ୍ବର ଙ୍କୁ ସଦସ୍ୟତା ଅଭିଯାନ ରେ ସାମିଲ କରିବାକୁ ନିଷ୍ପତି ନିଆଯାଇଛି ଓ ନିର୍ବାଚନ ପାଇ 200 ଜଣ ସକ୍ରିୟ କାର୍ଯ୍ୟକର୍ତା ଙ୍କୁ ଦଳ ରେ ସାମିଲ କରିବାକୁ ନିଷ୍ପତି ନିଆଯାଇଛି। ବୈଠକରେ  ବରଗଡ ଜିଲା ସଭାପତି ଭବାନୀ ପ୍ରସାଦ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର,ଜିଲ୍ଲା ସହ ସମ୍ପାଦକ ଅଭିନାଶ ବାଗ,ନିର୍ବାଚନ ମଣ୍ଡଳୀ ସଭାପତି ଜୟକ୍ରିଷ୍ନା ଛୁରିଆ,ଅତାବିରା ବ୍ଲକ ସଭାପତି ଯଦୁମଣି ପଧାନ,ସମ୍ପାଦକ ସୂର୍ଯ୍ୟ ଭୋଇ, ଗିରିଧାରି ପଧାନ,ସୁବଳ ପଧାନ,ଗାଜିନ୍ଦ୍ର ବାଗ, ଗୌତମ ମହାନନ୍ଦ,ଆଦିତ୍ୟ ପେରା,ମିଲୁ ନାଗ, ବୁଲୁ ନାଗ ପ୍ରମୁଖ ଯୋଗଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୪୫ Sakhigopal News,10/12/2023

Blog Archive

Popular Posts