କେ ଏସ୍ ୟୁ ବି କଲେଜର ୬୪ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ଭଞ୍ଜନଗର---- ଗଞ୍ଜାମ ଜିଲା
ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୬୪ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି। ଏହା ତିନିଦିନ ଧରି ଚାଲିବ। ଛାତ୍ର ମାନେ ଆଜି ସକାଳେ କ୍ରୀଡା ମଶାଲ ସ୍ଥାନୀୟ ବାଗଦେବୀ ମନ୍ଦିରରୁ ଧରି ଭଞ୍ଜନଗର ସହର ପରିକ୍ରମା କରିଥିଲେ। ୫ କିମି କ୍ରୀଡା ମଶାଲ ଶୋଭାଯାତ୍ରା ହୋଇଥିଲା। କଲେଜ ପଡିଆରେ ଶୋଭାଯାତ୍ରା ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।
ଆଜି ଦଉଡ, ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ଭଲିବଲ୍ ସମେତ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିବାରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ନୋଡାଲ ଅଫିସର ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ପ୍ରାଧ୍ୟାପକ ବିଭାସ ଦାସ, ଆମାଶ ପାଟମାଝୀ, ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଡଃ ରବିନ୍ଦ୍ର ମିଶ୍ର, ହର ପ୍ରସାଦ ତ୍ରିପାଠୀ, ବୁଦ୍ଧେଶ୍ବର ଗୋପାଳ ଗୋତ୍ର, ବାବୁଲା ପ୍ରଧାନ, ରମାକାନ୍ତ ସାହୁ, ପ୍ରତ୍ୟୁଷ,