Breaking News

ବିଚାରଧୀନ କଏଦୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର


ଭଞ୍ଜନଗର ---- ଭଞ୍ଜନଗର ଉପ-କାରାଗାରରେ ବିଚାରଧୀନ ଜଣେ କଏଦୀଙ୍କର ମୃତ୍ୟୁ ହୋଇଯାଇଛି। କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ୍ୟୁ ଦେହ ପୋଲିସ ଉଧାର କରିଛି । ଭଞ୍ଜନଗର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମୃତ କଏଦୀ ଦୀପକ୍ ବାରିକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୩----୧୧,୩୫ Sakhigopal News,16/12/2023

Blog Archive

Popular Posts