Breaking News

ଜୁଆଆଡା ଉପରେ ଭଞ୍ଜନଗର ପୁଲିସର ଚଢାଉ ୧୦ ଜଣ ଜୁଆଡି ଗିରଫ



ଭଞ୍ଜନଗର --- ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ କୁଲାଡ଼ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରି ପୁଲିସ ୧୦ ଜଣ ଜୁଆଡିକୁ କାବୁ କରିବା ସହ ସେମାନଙ୍କ ଠାରୁ ୩୯ ହଜାର ୩୯୦ ଟଙ୍କା ଓ ୪ ଟି ମୋବାଇଲ ଫୋନ୍ ଜବତ କରିଥିବା ସୂଚନା ଦେଇଛି। ଘର ଭିତରେ ଜୁଆ ଖେଳ ଚାଲିଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ କେଶବ ଷଢଙ୍ଗୀଙ୍କ ନେତୃତ୍ବରେ ପୁଲିସ୍‌ ଚଢଉ କରି ଜୁଆଡି ମାନଙ୍କୁ କାବୁ କରିଥିବା ଶ୍ରୀ ଷଢଙ୍ଗୀ ସୂଚନା ଦେଇଛନ୍ତି। ଏନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ସେ ପ୍ରକାଶ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୩----୯,୩୫ Sakhigopal News,9/9/2023

Blog Archive

Popular Posts