Breaking News

ସାପ କାମୁଡ଼ାରେ ମହିଳାଙ୍କ ର ମୃତ



ସାକ୍ଷୀଗୋପାଳ -- ସତ୍ୟବାଦୀ ଥାନା ଅନ୍ତର୍ଗତ ଆଲିସ ପଞ୍ଚାୟତର ଚୁରାଳି ଗ୍ରାମରେ ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡି ଦେବାର ମହିଳାଙ୍କ ର ମୃତ୍ୟୁ ଘଟିଛି। ଘରେ ଶୋଇଥିବା ସମୟରେ ସାପଟି କାମୁଡି ଥିଲା। ମହିଳା ଜଣଙ୍କ ଏହା ଜାଣିପାରି ଘର ଲୋକଙ୍କୁ କହିଥିଲେ। ମାତ୍ର ତାଙ୍କୁ ମେଡିକାଲ କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତା ମହିଳା ହେଲେ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସସ୍ମିତା ବୋଲି ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୯/୨୦୨୩--୯,୧୦ Sakhigopal News 8/9/2023

Blog Archive

Popular Posts