Breaking News

ସତ୍ୟବାଦୀର ତିନିଜଣ ଯୁବ ସମାଜସେବୀଙ୍କୁ ସମ୍ମାନୀତ କଲେ ସବ୍ୟସାଚୀ


 ସାକ୍ଷୀଗୋପାଳ------ ମହାମାରୀ କରୋନା ସମୟରେ ସମସ୍ତେ ଘରେ ରହିଥିବା ବେଳେ କିଛି ଯୁବକ ଅସହାୟ ଲୋକଙ୍କୁ ସହଯୋଗ କରିବା ସହ ବୁଲା ଗାଇ ,ଗୋରୁ ଓ କୁକୁର ମାନଙ୍କୁ ବୁଲିକି ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେଇଥିଲେ । ଏପରିକି ରୋଗରେ ପଡିଥବା ଲୋକଙ୍କୁ ଡାକ୍ତରଖାନାକୁ  ଆଣିବା ଭଳି ବିଭିନ୍ନ କାର୍ଯ୍ୟ କରି ବେଶ ପରିଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସତ୍ୟବାଦୀ ଅଞ୍ଚଳର ସମାଜସେବୀ ସନ୍ଦୀପ ମହାପାତ୍ର, ବିଶ୍ୱଜିତି ପରିଡା ଓ ଚନ୍ଦନ ମହାପାତ୍ରଙ୍କୁ ଅଭିନେତା ତଥା ସାମାଜସେବୀ ସବ୍ୟସାଚୀ ଏମାନଙ୍କୁ ଉପହାର ପ୍ରଦାନ କରି ସମ୍ମାନୀତ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୬,୨୦

Blog Archive

Popular Posts