Breaking News

ମଇଳା ଟାଙ୍କିରୁ ଷଣ୍ଢ ଉଦ୍ଦାର

 ସାକ୍ଷୀଗୋପାଳ ----- ସାଣ୍ଢରା ଗ୍ରାମ ପଞ୍ଚାୟତର ଷୋଳହଳ ଗ୍ରାମର ପଣ୍ଡାସାହିର ବାର୍ତ୍ତିକ ଦାଶଙ୍କ ମଇଳା ଟାଙ୍କିରେ ଏକ ବଡ ଷଣ୍ଢ ରବିବାର ସକାଳେ ଗଳି ପଡିଥିଲା । ପରିବାର ଲୋକମାନେ ଗ୍ରାମବାସୀଙ୍କ ସହଯୋଗରେ ଷଣ୍ଢକୁ ଉଦ୍ଦାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବିଫଳ ହେବାରୁ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର ସଦଳବଳେ ଘଟଣ ସ୍ଥଳରେ ପହଞ୍ଚି ଷଣ୍ଢଟିକୁ ଉଦ୍ଦାର କରିବା ସହ ପାଣିରେ ଗାଧେଇ ଦେଇଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୩,୦୦

Blog Archive

Popular Posts