Breaking News

ବିଂଝାରପୁର , ବରୀ , ଯାଜପୁର ବନ୍ୟା ପରିଦର୍ଶନ କଲେ ରାଜ୍ୟ ବିଜେପି ନେତା ପ୍ରଦୀପ ନାୟକ


  ଯାଜପୁର--- ଯାଜପୁର ଜିଲ୍ଲାର ବିଂଝାରପୁର , ବରୀ , ଯାଜପୁର , ନିର୍ବାଚନ ମଣ୍ଡଳୀରେ ବନ୍ୟା ପରିଦର୍ଶନ କଲେ ରାଜ୍ୟ ବିଜେପି  ନେତା ପ୍ରଦୀପ ନାୟକ ।   ଯାଜପୁର ଜିଲ୍ଲାର ପୂର୍ବତନ ସଭାପତି ପବିତ୍ର ଭାଈ , ଜିଲା ସଭାପତି ଗୌତମ ଭାଈ ,ମୁଖ୍ୟ ସଚେତକ ମୋହନ ମଝି , ସୁଦୀପ୍ତ ପଣ୍ଡା , ଗୋପିନାଥ ଗଜପତି ଭୂୟାଁ ସମେତ ବରିଷ୍ଠ ନେତା ବନ୍ୟା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ରିଲିଫ କମିଶନର ଙ୍କୁ ଏବଂ ଜିଲ୍ଲା ପଶାସନ ଙ୍କୁ ଅବଗତ କରିବା ସହ ଘାଇ ତୁରନ୍ତ ମରାମତି ଲାଗି ଦାବି କଲେ । 
ବରୀ ରୁ ଦର୍ଶନ ବେହେରା ଙ୍କ  ରିପୋର୍ଟ

Blog Archive

Popular Posts