Breaking News

ଗୋପବନ୍ଧୁଙ୍କ ଜନ୍ମ ପୀଠର ବିକାଶ ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଚୁର

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ସୁଆଣ୍ଡୋ ଗ୍ରାମ ବା ଗୋପବନ୍ଧୁଙ୍କ ଜନ୍ମ ପୀଠର ଉନ୍ନତି କରଣ ନିମେନ୍ତ ବୁଧବାର ସଂଧ୍ୟାରେ କ୍ୟାବିନେଟରେ ୧୧କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ଆଜି ଜଣାପଡିଛି । ଏହି ଖବର ପ୍ରକାଶିତ ହେବା ପରେ ସତ୍ୟବାଦୀରେ ଖୁସିର ଲହରି ଖେଳିଯାଇଛି । ସ୍ଥାନୀୟ ବିଧାୟକଙ୍କର ପ୍ରଚେଷ୍ଟା ଫଳରେ ଏହା ସମ୍ବବପର ହୋଇ ପାରିଛି ବୋଲି ସତ୍ୟବାଦୀରେ ବେଶ ଆଲେଚନା ହେଉଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts