Breaking News

ଗୋଟିଏ ରାତିରେ ୨୦ଟି ବ୍ରହ୍ମକମଳ ଫୁଲ ଫୁଟିଲା


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଘର ଅଗଣାରେ ଥିବା ବ୍ରହ୍ମ କମଳଫୁଲ ଗଛରେ ଶନିବାର ରାତିରେ ଏକ ସଙ୍ଗେ ୨୦ଟି ଫୁଲ ଫୁଟିଥିଲା । ଏତେ ଫୁଲ ଫୁଟିଥିବାରୁ ସ୍ଥାନୀୟ ଲୋକମାନେ ଦେଖିବା ପାଇଁ ଜମା ହୋଇଥିଲେ । ଫୁଲ ଗୁଡିକ ସଂଧ୍‌୍ୟା ୭ଟା ଫୁଟିବା ଆରମ୍ଭ ହୋଇରାତି ଦଶଟାରେ ଶେଷ ଫୁଲ ଫୁଟିଥିଲା । ପୁରୀ ଜଗନ୍ନାଥ ମନ୍ଦିର ଓ ଗ୍ରାମ ଦେବତାଙ୍କୁ ଫୁଲ ଲାଗି କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts