Breaking News

ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ସଚେତନତା



ପୁରୀ ------ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଥିଲାବେଳେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି  । ଯାହା ଫଳରେ ପ୍ରସାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏନେଇ ଯୋରଦାର ଯାଞ୍ଚ୍ ଚାଲିଛି । ପୁରୀ  ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ବଡ଼ଶଙ୍ଖ ଠାରେ ଏବଂ (ସମଗ୍ର ସହର ରେ ) ଡାକ ବାଜି ଯନ୍ତ୍ର ମାଧ୍ୟମ ରେ ମାସ୍କ ପିନ୍ଧିବା ଏବଂ ସାମଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତ ପୂରୀ ବାସୀଙ୍କୁ ସଚେତନ କରାଯାଉଛି। ପେଟ୍ରୋଲ ପମ୍ପ ଛକ ,ମରିଚିକୋଟ ଛକ ଏବଂ ବଡଦାଣ୍ଡ ର ବିଭିନ୍ନ ଛକ ରେ ଟିମ ଦ୍ୱାରା କଡ଼ାକଡ଼ି ମାସ୍କ ଯାଞ୍ଚ୍ କରାଯିବା ସହିତ ଅମାନିଆ ଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଉଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts