Breaking News

ନରେନ୍ଦ୍ରପୁର ଗ୍ରାମରେ ଫୁଟିଲା ବହ୍ମକମଳ ଫୁଲ


 ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମରେ ବଳଭ୍ରଦ ମହାପାତ୍ରଙ୍କ ଅଗାଣରେ ମୌସୁମୀ ଆସିବାରୁ ବହ୍ମକମଳ ଫୁଲ ଫୁଟିବା ଆରମ୍ଭ କରିଛି । ବିଗତ ଦିନରେ ଏହି ଫୁଲ ଗୁଡିକ ପୁରୀ ଜଗନ୍ନାଥଙ୍କ ପାଖରେ ସମର୍ପଣ କରିବା ସହ ସାକ୍ଷୀଗୋପିନାଥଙ୍କୁ ମଧ୍ୟ ଦେଇଥିଲେ । ମାତ୍ର ଏ ବର୍ଷ କରୋନା ଯୋଗୁ ଲକ ଡାଉନ ଜାରି ହୋଇଥିବାରୁ ସେ ପୁରୀ ନ ଯାଇ ପାରି ସାକ୍ଷୀଗୋପିନାଥ ଓ ଗ୍ରାମ ଦେବାଦେବୀଙ୍କୁ ଅର୍ପଣ କରିଥିବା ଜଣାପଡିଛି । ଦିନ ଥିଲା ଏହି ଫୁଲ ଦେଖିବା ପାଇଁ ଲୋକଙ୍କର ଭିଡ ହେଉଥିଲା । ଏବେ ଏହି ଫୁଲ ବିଭିନ୍ନ ଯାଗରେ ଫୁଟୁଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts