Breaking News

>>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • >>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ଗବକୁଣ୍ଡ ହାଟ ଉପରେ ସତ୍ୟବାଦୀ ବ୍ଳକ ପ୍ରଶାସନ ର ଚଡାଉ ; ଜୋରିମାନ ଆଦାୟ

    ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୋମବାର ଦିନ ଗବକୁଣ୍ଡ ସାପ୍ତାହିକ ହାଟ ।  ହାଟରେ ବ୍ୟବସାୟୀ , ଚାଷୀ, ଗ୍ରାହକ ମାନେ କେହି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିଲେ ନାହିଁ । ଏହି ଖବର ପାଇ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ବିଡିଓ ସରୋଜ କୁମାର ଦତ୍ତଙ୍କ ସହ ପୋଲିସ ଫୋର୍ସ ସହିତ ଗବକୁଣ୍ଡ ହାଟ ଉପରେ ଅଚାନକ ଚଡାଉ କରିଥିଲେ । ସଂଧ୍ୟାରେ ହାଟ ବଜାରରେ ସନାତନ ସାହୁ ଜଳଖିଆ ଦେକାନ ଖୋଲିବା ସହ ଗହଳି ଥିବାରୁ ୨ଶହ ଟଙ୍କା ଜୋରିମାନ ଆଦାୟ କରାଯାଇଛି । ସେହିପରି ମେଡିସିନ ଦେକାନୀ ମାସ୍କ  ନ ଲଗାଇଥିବାରୁ ତାଙ୍କୁ ଜାଗିଦ କରାଯାଇଥିଲା । ସେହିପରି ଗବକୁଣ୍ଡ ହାଟରେ ଥିବା ବ୍ୟବସାୟୀ ଓ ଖାଉଟି ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବ୍ୟବହାର କରିବା ପାଇଁ ତାଗିଦ କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts