Breaking News

ରତ୍ନାଚିରା ନଦୀରେ ମଣିଷ ମୁଣ୍ଡ ପଡିଛି

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଆଳ ସରଙ୍ଗ ପଡିଆ ମୁଣ୍ଡ ଛକରେ ଜଣେ ବୟସ୍କ ବ୍ୟକ୍ତି ଙ୍କର ଖପୁରୀ  ପଡିଥିବାର ଦେଖାଯାଇଛି । ସୁଚନାଯୋଗ୍ୟଯେ ଲୋକମାନେ ରତ୍ନଚିରା ନଦୀରୁ ମାଛ ଧରିବା ପାଇଁ ଅପରାହ୍ନରେ ଗ୍ରାମର କିଛି ଲୋକମାନେ ଯାଇଥିଲେ । ସେମାନେ ଯିବା ସମୟରେ ଦଳ ମଧ୍ୟରେ ମଣିଷର ଖପୁରୀ ପଡିଥିବା ଦେଖି ଭୟରେ ପଳାଇ ଆସିଥିଲେ । ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts