ପାରିବାରିକ କଳହରୁ ମାର ତଣ୍ଟିଚିପି ମାରିଲା ପୁଅ
ଭଦ୍ରକ -----ପାରିବାରିକ କଳହରୁ ମାର ତଣ୍ଟିଚିପି ମାରିଲା ସାନ ପୁଅ । ମାମୁଁ ଘରେ ଛାଡ଼ିବାକୁ ନେଇ ଏହି କାଣ୍ଡ ଘଟାଇଥିବା ପୋଲିସ କହିଛି । ଧୁଷୁରୀ ଥାନା କାମିମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମା’କୁ ତଣ୍ଟିଚିପି ହତ୍ୟା କରି ବିଲରେ ଫୋପାଡିଲା ସାନପୁଅ । ଅଭିଯୁକ୍ତକୁ ଅଟକ ରଖି ପୁଲିସର ପଚରାଉଚରା ଚାଲିଛି । ଅଭିମନ୍ୟୁ ବରାଳ