Breaking News

>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ସତ୍ୟବାଦୀରେ କରୋନା ଯୋଗୁ ଫିକା ପଡିଲା ଶୀତଳ ଷଷ୍ଠୀ

    ସାକ୍ଷୀଗୋପାଳ----  ସତ୍ୟବାଦୀର ପୁରପଲ୍ଲୀରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଶୀତଳ ଷଷ୍ଠୀ ପର୍ବ କରୋନା ଯୋଗୁ ଫିକା ପଡି ଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି ନିଦ୍ଧିଷ୍ଟ ସେବାୟତ ମାନଙ୍କ ଦ୍ୱାରା କରାଯାଇଛି । ମନ୍ଦିର ଗୁଡିକ ଶୁନଶାନ ଥିଲା । ବିଳମ୍ବିତ ରାତିରେ ଶିବ, ପାର୍ବତୀଙ୍କର ଦେବ ନୀତିକାନ୍ତି ଅନୁଯାୟୀ ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଟବରଣ, ମଙ୍ଗଳାର୍ପଣ , ପଥମବରଣ, ଦ୍ୱତୀୟବରଣ, ମୁକୁଟ ଧାରଣ ବନ୍ଦାପନା ପରେ ନବ ଦମ୍ପତି ଙ୍କ ହାତଗଣ୍ଠି କାର୍ଯ୍ୟ ସମାପନ ହୋଇଥିଲା । ବିଭିନ୍ନ ମନ୍ଦିର ଗୁଡିକରେ ଶିବ ପାର୍ବତୀଙ୍କ ପ୍ରତିନିଧି ଭାବରେ ବିବାହା କାର୍ଯ୍ୟ ଶ୍ରଦ୍ଧାଳୁ ମହିଳା ପୁରୁଷ ମାନେ କରିଥିଲେ ।  ଅନ୍ୟ ପକ୍ଷେ ଶୀତଳଷଷ୍ଠୀ ଅବସରରେ ଠାକୁର ବାହା ହୋଇ ବରକନ୍ୟା ବିମାନରେ ବିଜେ କରି  ଦୁଆରିଭୋଗ ଖାଇ ନିଜ ମନ୍ଦିରକୁ ବିଜେ କରିଥିଲେ । କରୋନା ଯୋଗୁ ଲୋକମାନଙ୍କ ମନରେ ଯାତ୍ରା ପାଇଁ ସେପରି ଆଗ୍ରହ ନ ଥିବା ଜଣାପଡିଛି । ଅନୁରୂପ ଭାବେ ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡିକରେ ଶୀତଳଷଷ୍ଠୀ ପର୍ବ ପାଳିତ ହୋଇଯାଇଛି ।
     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts