Breaking News

ବେଗୁନିଆରେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୯କୁ ବୃଦ୍ଧି

ବେଗୁନିଆ- ବେଗୁନିଆ ବ୍ଲକରେ  କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର  ଦିନ ଏହି ବ୍ଲକ ଅନ୍ତର୍ଗତ ସାରୁଅ ସଂଗରୋଧ କେନ୍ଦ୍ରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଉକ୍ତ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜଣାପଡିଛି । ୨୬ ତାରିଖରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ନିମନ୍ତେ ପଠାଯାଇଥିଲା । ଆଜି ତାଙ୍କର  ପଜେଟିଭ ଜଣା ପଡିବା ପରେ ତାଙ୍କୁ କୋଭିଡ ହସପିଟାଲକୁ  ପଠାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts