Breaking News

ସଙ୍ଗରୋଧ କେନ୍ଦ୍ରରେ ଚାଲିଛି ଯୋଗ ଶିବିର


ବେଗୁନିଆ---- ବେଗୁନିଆ ବ୍ଲକ ଶଗଡଭଙ୍ଗା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ବାହାର ଫେରନ୍ତା  ୪୨ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି । ଏଠାରେ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ୧ ଘଣ୍ଟା ଲେଖାଏଁ ସାମାଜିକ ଦୁରତ୍ବ ରଖି ଯୋଗ କରିବା ସହ ପରସ୍ପର ମିଳିମିଶି ବିଭିନ୍ନ ସଚେତନ ଓ ଭାଗବତ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥାନ୍ତି ବୋଲି ସ୍ଥାନୀୟ ସରପଞ୍ଚ ବିଣାପାଣି ସାମନ୍ତରାୟ ପ୍ରକାଶ କରିଛନ୍ତି । 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts