Breaking News

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ଘଟଣାର ସତ୍ୟା ସତ୍ୟ ପଦାକୁ ଆସିଲା

ବେଗୁନିଆ- ବେଗୁନିଆ ନୂଆସାହି (ହରିପୁର)ରେ ଗତ ୨୪ ତାରିଖ   ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଥିଲେ ଜଣେ  ଯୁବକ ।   ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ମୃତ୍ୟୁ ଯୁବକର ସାଙ୍ଗ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି  ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ  ହୋଇଥିବାର ଜଣା ପଡିଛି । ଅଟକ ସାଙ୍ଗ ଦୁଇ ଜଣଙ୍କୁ ପୋଲିସ ପରିବାର ଜିମା ଦେଇଥିବାର  ଜଣା ପଡିଛି  ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts