Breaking News

ଓଡ଼ଗାଁ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ



ଓଡ଼ଗାଁ/କୁରାଳ - ଓଡ଼ଗାଁ ଅଞ୍ଚଳବାସୀଙ୍କ ପାଇଁ ଏକ ଖୁସିର ଖବର ।ଘରକୁ ସୁସ୍ଥ ହୋଇ ଫେରିଛନ୍ତି କୋମଣ୍ଡ ସଙ୍ଗରୋଧ ଗୃହର ପ୍ରଥମ କରୋନା ଆକ୍ରାନ୍ତ । ପ୍ରସନ୍ନ ପ୍ରଧାନ (୪୩)ତାଙ୍କ ନିଜ ବାସସ୍ଥଳୀ ସୁନାମୁଁହି ଗ୍ରାମ ବୋଲି ଜଣାପଡିଛି । ଗାଁକୁ ଫେରିବା ପରେ ସୁନାମୁଁହି ସରପଞ୍ଚ ମାନସ ସାହୁ ,ଆଶା କର୍ମୀ ,ଅଙ୍ଗନବାଡି କର୍ମୀ ସମସ୍ତେ ଏକତ୍ରିତ ହୋଇ କୋଭିଡ ୧୯ ଯୋଦ୍ଧାଙ୍କୁ କରତାଲି ଦେଇ ସ୍ୱାଗତ  କରିଥିଲେ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । 
ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts