Breaking News

ପ୍ରବାସୀ ଫେରନ୍ତା ୫ଜଣ ସଂଘରୋଧ ଗୃହରେ ରହିଲେ

ଡେଲାଙ୍ଗ ----- ପ୍ରବାସୀ ଫେରନ୍ତା ଙ୍କ ପାଇଁ ଜିଲ୍ଲା ଅଭର୍ଥନା କେନ୍ଦ୍ର କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରୁ ୫ଜଣ ଗୁଜୁରାଟ ଫେରନ୍ତାଙ୍କୁ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ସ୍ୱତନ୍ତ ଗାଡିରେ ଆଣିଥିଲେ । ସେମାନଙ୍କୁ  ଜେନାପୁର ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ କ୍ୱାରଣ୍ଟାଇନରେ ଗୃହରେ ରଖାଯାଇଥିବା ଶ୍ରୀ ଆଚାରିଆ ସୁଚନା ଦେଇଛନ୍ତି । ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts