ନିମାପଡ଼ାରେ ବେଆଇନ ଦୋକାନ ଗୃହ ଉଛେଦ ।
ନିମାପଡ଼ା----- ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ୫୦ ଟିରୁ ଉର୍ଦ୍ଧ୍ବ ବେଆଇନ ଦୋକାନ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ଡେଲଟା ଛକ ଠାରୁ ନୁହାରକିରୀ ପର୍ଯ୍ୟନ୍ତ ରାସ୍ତାରେ ବେଆଇନ ଦୋକାନ ଗୃହକୁ ପୁରୀ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଉଛେଦ ପାଇଁ ତହସିଲଦାର କମଲଜିତ ଦାସ ଙ୍କୁ ନିଦେର୍ଶ ଦେଇଥିଲେ । ଏନଏସି କାର୍ଯ୍ୟ ନିର୍ବାହ ଅଧିକାରୀ, ନିମାପଡା ଥାନ ପୋଲିସ ଏକ ପ୍ଲାଟୁନ ଫୋର୍ସ ସହ କଡ଼ା ସୁରକ୍ଷା ମଧ୍ୟରେ ୫୦ଟିରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜେସିବି ଦ୍ଵାରା ଉଛେଦ କରାଯାଇଛି। ନିମାପଡ଼ାରୁ ଜୟନ୍ତ କୁମାର ସେଠି
![]() |
Nimapada news |