Breaking News

>>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • ଭାରତ ବିକାଶ ପରିଷଦ ପକ୍ଷରୁ ନିମ୍ବ ଗଛ ରୋପଣ


    D Senapati
    Sakhigopal News
    ସାକ୍ଷୀଗୋପାଳ-----ସାକ୍ଷୀଗେ।।ପଳ- ଅଳଗୁମ ରାସ୍ତାର ଦନେଇବାଙ୍କ ଠାରୁ ଅଳଗୁମ ମେଡିକାଲ ରାସ୍ତାର ଉଭୟ ପାଶ୍ୱର୍ରେ ଭାତର ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ତିନିଶହ ନିମ୍ବ ବୃକ୍ଷ ରୋପଣ କରାଯାଇଛି । ଶଖାର ସଭାପତି ସତ୍ୟବାଦୀ ଦାଶଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ସହ ସଫେଇ କରାଯାଇଥିଲା  । ଗଛ, ଗଛ, ଗଛ ଆଉସବୁ ପଛ ଭାରତ ବିକାଶ ପରିଷଦ ଏଥର ଡାକରା ଦେଇଥିଲା  । ଏହି ନିମ୍ବ ଚାରା ଗୁଡିକ ପରିଷଦର ସତ୍ୟବାଦୀ ଶାଖାର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ରଥ ବିଭିନ୍ନ ଯାଗାରୁ ସଂଗ୍ରହ କରିଥିଲେ  । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଳଗୁମ ଓ ଜିପୁର ଗ୍ରାମର ଚିତ ରଞ୍ଜନ ତ୍ରିପାଠୀ, ଦିନବନ୍ଦୁ ସାହୁ, ବିନାୟକ ସାହୁ, ରମେଶ ମହାପାତ୍ର, ନରେଷ ତ୍ରିପାଠୀ, ଟୁନୁ ସାରେ ପ୍ରମୁଖ ଯୁବକ ମାନେ ଯୋଗଦେଇଥିଲେ  । ଉପସ୍ଥିତ ଥିବା ପରିଷଦର କର୍ମକର୍ତ୍ତା ଓ ଯୁବକ ମାନେ ଶପଥ ନେଇଥିଲେ ଆଗାମୀ ଦିନରେ ସତ୍ୟବାଦୀରେ ସବୁଜ ବଳୟ କରିବା ସହ ଗଛ ଆମର ବନ୍ଦୁ ବୋଲି ପ୍ରମାଣ କରିବାକୁ ଶପଥ ନେଇଥିଲେ  । ଯେତେ ବାଧା ବିଘ୍ନ ଆସିଲେ ସୁଦ୍ଧା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭାରତ ବିକାଶ ପରିଷଦ ପକ୍ଷରୁ ଜାରି ରହିବ ବୋଲି ସତ୍ୟବାଦୀ ଶାଖାର ସଭାପତି ଶ୍ରୀ ଦାଶ କହିଛନ୍ତି  । 
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts