Breaking News

ବିଜେପି ଶେଷରେ ପ୍ରାର୍ଥୀ ଘୋଷଣା କଲା

ଭୁବନେଶ୍ୱର---- ବିଜେପୁର ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ନାମ ଘୋଷଣା କରିଛି । ସନତ ଗଡତିଆ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ଜଣାପଡ଼ିଛି।


 ଧୀରେନ୍ଦ୍ର ସେନାପତି

Blog Archive

Popular Posts