Breaking News

ବଜ୍ରପାତ ଘଟି ଯୁବକଙ୍କର ମୃତ

 ଅନୁଗୋଳ,-----    ଅନୁଗୋଳ ଜିଲ୍ଲା ତାଳଚେର ହିଲୋଇ ଠାରେ ବଜ୍ରପାତ ଘଟି ବନବାସ ପୁର ଗ୍ରାମର ଗୋପ ବେହେରା ନାମକ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।  ଆଜି ସକାଳ ୫ଟା ସମୟରେ ଭରତପୁର କୋଇଲା ଖଣି  ଡିଉଟିକୁ ଆସୁଥିବା ସମୟରେ ଏହି ଅଘଟଣ ଘଟିଛି । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧୀରେନ୍ଦ୍ର ସେନାପତି

Blog Archive

Popular Posts