Breaking News

ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମ୍ନମାନର : ଟୁଇଟର ମାଧ୍ୟମରେ ଅଭିଯୋଗ

  ସାକ୍ଷୀଗୋପାଳ------  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୁଷାକେରା   ଅଙ୍ଗନବାଡ଼ି ପାଇଁ ତିଆରି ହେଉ
D Senapati
Sakhigopal news
ଥିବା ଘର ନିମ୍ନମାନର ବୋଲି ଜଣାପଡିଛି ।  ଛାତ ପଡୁଥିବା ରଡ଼  ଠିକ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।  ଏହାକୁ ନେଇ ସ୍ଥାନୀୟ ସ୍ବେଛାସେବୀ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କୁ ଟୁଇଟର ମାଧ୍ୟମରେ ଜଣାଇଛନ୍ତି ।  ଓ ଏହାର ପ୍ରତିକାର ସ୍ୱରୂପ କାମ ତଦାରଖ କରିବାକୁ ଓ ଏଷ୍ଟିମେଣ୍ଟ  ସର୍ବସମୁଖ ରେ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts