ନାଳରେ ଭାସୁଛି ଶିଶୁ କନ୍ୟା ର ମୃତ ଦେହ
କଟକ----- କେନ୍ଦ୍ରାପଡ଼ା ଟାଉନ ଥାନା ହଜାରିବଗିଚାରେ ନାଳରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକମାନଙ୍କର ଗହଳି ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଧୀରେନ୍ଦ୍ର ସେନାପତି