Breaking News

ବାଲିଗୁଡ଼ା ରେ ଲଗାଣ ବର୍ଷା ଯୋଗୁଁ ଲୋକମାନେ ପଦାକୁ ବାହାରି ପାରୁନାହାନ୍ତି


Baliguda M panda
baliguda news
  କନ୍ଧମାଳ-----  କନ୍ଧମାଳ ଜିଲ୍ଲାରେ ତିନି ଦିନ ହେଲା ବର୍ଷା ଲାଗି ରହିଛି ।  ବାଲିଗୁଡା ରେ ସବୁଠାରୁ ଅଧିକ ବର୍ଷା  ସହ ଘଡ ଘଡି ମାରୁଛି ଲୋକେ ମାନେ ଘରୁ ବାହାରକୁ ବାହାରିବା  କଷ୍ଟକର ହୋଇ ଯାଇଛି ।
 ଛୋଟ ଛୋଟ ପିଲାମାନେ ସ୍କୁଲ କୁ ଯିବା କଷ୍ଟ କର ହୋଇଯାଇଛି ।  ବାଲିଗୁଡା ଆଖ ପାଖ ଛୋଟ ଗା ଗୁଡିକ ରେ ପାଣି ରେ ବୁଡି ଯାଇଥିବା ଜଣାପଡିଛି ।
ଲଗାଣ ବର୍ଷାରେ ଅନେକ ଯାଗାରେ  ରାସ୍ତା ଧୋଇ ହୋଇ ଯାଇଥିବାର ଜଣାପଡିଛି । ଦିନ ମଜୁରିଆ ଲୋକମାନେ କାମ ଧନ୍ଦା ନ ପାଇ ଏବେ ଭୋକରେ ରହିଛନ୍ତି । ଏବେ ସେମାନଙ୍କ ପାଇଁ ବର୍ଷା କାଳ ସାଜିଛି 
। କେତେକ ସ୍ଥାନରେ କୁଡ଼ିଆ ଘର ଗୁଡିକ ମଧ୍ୟ୍ୟ ଏହି ବର୍ଷା ରେ ଭାଙ୍ଗି ବାର ସୂଚନା ମିଳିଛି ।

 କନ୍ଧମାଳରୁ   ମନୋଜ କୁମାର ପଣ୍ଡା

Blog Archive

Popular Posts