୬ଟି ଜିଲ୍ଲାରେ ବର୍ଷା
ଭୁବନେଶ୍ୱର -- ସରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ସେ ଗୁଡିକ ହେଲା ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କଟକ ଓ ଢ଼େଙ୍କାନାଳ । ୨୪ ଘଣ୍ଟା ପରେ ୪ ଦିନ ଯାଏ ପାଗ ମେଘୁଆ ରହିବ, କିଛି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଧୀରେନ୍ଦ୍ର ସେନାପତି