୨୦ କେଜି ଗଞ୍ଜେଇ ଜବତ
କୋରାପୁଟ---- କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ଖିଲୁଆ ଛକରୁ ଏକ ଅଟୋ ରେ ଗଞ୍ଜେଇ ଚାଲାଣ ହେଉଛି ବୋଲି ପୋଲିସ ଖବର ପାଇଥିଲେ। ପୋଲିସ ତୁରନ୍ତ ସେଠାରେ ପହଞ୍ଚି୨୦ କେଜି ଗଞ୍ଜେଇ ସହ ଅଟୋ ୨ ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି